#jagannathprasad

ଅଙ୍ଗନବାଡି କେନ୍ଦ୍ରକୁ ରାସ୍ତା ନାହିଁ;ପାଣି କାଦୁଅରେ ଯାଉଛନ୍ତି ଶିଶୁ

ଛୋଟ ଶିଶୁମାନଙ୍କ ଶିକ୍ଷା ପାଇଁ ସରକାରଙ୍କ ଦ୍ଵାରା ଖୋଲାଯାଇଛି ଅଙ୍ଗନବାଡ଼ି କେନ୍ଦ୍ର।ହେଲେ ସେଠାକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ।ଫଳରେ କୋମଳମତୀ ଶିଶୁମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ହେଲେ…