#jaynarayanamishra

ଓଡିଶା ରାଜନୀତିରେ ବିରୋଧି କରୁଛନ୍ତି ହାଇ ଭେଲଟେଜ ଡ୍ରାମା, ନବଙ୍କ ପରେ ମୋ ପାଳି

ମତେ ମାରିଦିଆଯିବ । ନବ ଦାସକୁ ଯେମିତି ମାରିଦେଲେ ମତେ ସେମିତି ମାରି ଦିଆଯିବ । ମୋ ବିରୋଧରେ ଷଡଯନ୍ତ୍ର ଚାଲୁଛି । ଏମିତି କିଛି କହୁଛନ୍ତି…