#jrs

ଗଞ୍ଜାମ ଜିଲ୍ଲାରେ ଜିଆରଏସଙ୍କୁ ଛୁରୀ ଆକ୍ରମଣ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଶଙ୍କୁରୁ ପଞ୍ଚାୟତର ଜିଆରଏସ୍ ଙ୍କୁ କଳମ୍ବ ଗାଁରେ ଛୁରିରେ ଆକ୍ରମଣ , ଜିଆରଏସ୍ ଜଣକ ହେଲେ ସୁକାନ୍ତ ପାଣିଗ୍ରାହି , ବୁଗୁଡା…