#junagarh

ଖୋଲିବ ମମିତା କେସ ରହସ୍ୟ… ବନ୍ଧା ହେବେ ବିଜେଡି ନେତା !

ରାଜ୍ୟରେ ବିଜେପି ସରକାର ଗଢିବା ପରେ ଏବେ ଫୁଲ ଆକ୍ସନ ମୋଡରେ । ନବନିର୍ବାଚିତ ବିଧାୟକମାନେ ନିଜର ନିର୍ବାଚନ ମଣ୍ଡଳୀ ବୁଲି ବିଭିନ୍ନ ସ୍ଥିତିର ସମୀକ୍ଷା କରୁଛନ୍ତି…