#labourdepartment

ଖରାରେ କାମ କରିବେନି ଶ୍ରମିକ

ଏପ୍ରିଲ ମାସରୁ ହିଁ ତୀବ୍ର ରୂପ ନେଲାଣି ଖରା । ଅସହ୍ୟ ଖରା ସହ ପ୍ରଚଣ୍ଡ ତାତିରେ କଲବଲ ହେଉଛନ୍ତି ଲୋକେ । ଏପରିକି ଅଂଶୁଘାତ ବଢିବାର…