#literary

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ କୋଦଳା କଲ୍ଯାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବହୁ ସାହିତ୍ୟିକ ମାନଙ୍କୁ ଏଥିରେ ପ୍ରତିଭା ସମ୍ମାନ ସହ ସମ୍ବର୍ଦ୍ଧନା ଦିଆଯାଇଛି।…