#manjulatamandal

ଏଥର ବିଜେଡିର ଚକ୍ରବ୍ୟୁହ ଭାଙ୍ଗିବେ ଅଭିମନ୍ୟୁ !

ରାଜ୍ୟରେ ବିଜେଡିର ଅନେକ ଗଡ ଥିବା ବେଳେ ସେଥିରୁ ଗୋଟିଏ ହେଉଛି ଭଦ୍ରକ । ବିଜେଡି ଗଠନ ପରଠାରୁ ଭଦ୍ରକ ଦଳର ଗଡ ରହିଆସିଛି । ୧୯୯୮…