#modi

ଆସନ୍ତାକାଲିଠୁ କମ୍ପିବ ପ୍ରଚାର; ଆସୁଛନ୍ତି ମୋଦି

ଆସନ୍ତାକାଲିଠୁ କମ୍ପିବ ପ୍ରଚାର ମୈଦାନ । ଓଡିଶା ଆସୁଛନ୍ତି ମୋଦି । ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୯ଟା ୩୦ରେ…

ଖୁବଶୀଘ୍ର କେନ୍ଦ୍ରାପଡାରେ ପ୍ରଚାର ଆରମ୍ଭ କରିବେ ମୋଦି

ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରଚାର । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ପ୍ରାର୍ଥୀମାନେ ଭୋଟ ମାଗିବା ଆରମ୍ଭ କରିସାରିଲେଣି । ଏହାରି ମଧ୍ୟରେ ଏବେ ବିଜେପି…

ମୋଦି ସରକାରଙ୍କ ବଡ ଆକ୍ସନ

କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ଉପରେ ଏକ ବଡ ପଦକ୍ଷେପ ନେଇଛନ୍ତି ମୋଦି ସରକାର । ୟାସିନ୍ ମଲ୍ଲିକଙ୍କ ସଂଗଠନ ଜମ୍ମୁ ଆଣ୍ଡ କାଶ୍ମୀର ଲିବରେସନ୍…

ଦେଶରେ ଶସ୍ତା ହେବ ଇ-ଯାନ

ଦେଶରେ ବଢିବ ଦୁଇ ଚକିଆ ଏବଂ ତିନି ଚକିଆ ଇଲେକ୍ଟ୍ରିକ ଗାଡିର ବ୍ୟବହାର । ଇଲେକ୍ଟ୍ରିକ୍ ଗାଡିର ବିକ୍ରି ବଢାଇବା ପାଇଁ ସରକାର ୫ ଶହ କୋଟିର…

ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଲୋକସଭା ନିର୍ବାଚନ ପାଇଁ ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏବେ ଦ୍ୱିତୀୟ…

ନିର୍ବାଚନ ପୂର୍ବରୁ ମୋଦିଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ

ନିର୍ବାଚନ ପୂର୍ବରୁ ମୋଦିଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ । ସାରା ଦେଶରେ ଲାଗୁ କଲେ ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ । ଏଥିପାଇଁ ଏକ ବିଧିବଦ୍ଧ…

ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା

ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା । ନିଜ ରକ୍ତରେ ଏକ ଚିଠି ଲେଖି ମୋଦିଙ୍କୁ ଦେଇଛନ୍ତି ବିଜେପି ନେତା କୌସ୍ତୁଭ ବାଗଚୀ ।…

ପୁଣି ଜୋର ଧରିଲା ବିଜେଡି-ବିଜେପି ମେଣ୍ଟ

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇପାରେ ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ୩ଦିନ ତଳେ…

ବାରଣାସୀରୁ ପୁଣିଥରେ ଲଢିବେ ମୋଦୀ

୨୦୨୪ ନିର୍ବାଚନ ପାଇଁ ଏଯାଏଁ ତାରିଖ ଘୋଷଣା ହୋଇନି । କିନ୍ତୁ ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦିଲ୍ଲୀ…

ମମତାଙ୍କ ଗଡ଼ରେ ବର୍ଷିଲେ ମୋଦି

ବର୍ତ୍ତମାନ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ପଶ୍ଚିମବଙ୍ଗ । ଲୋକସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଗଡରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗର କୃଷ୍ଣ ନଗରରେ…