#mohammadmokim

ପ୍ରକାଶଙ୍କୁ ଚେକ୍ ଦେବେ ସୋଫିଆ !

ରାଜ୍ୟ ରାଜନୀତିରେ ଏବେ ବି କିଛି ବିଧାନସଭା ଆସନ କଂଗ୍ରେସର ଗଡ ହୋଇ ରହିଛି । ସେହିପରି ଗୋଟିଏ ବିଧାନସଭା କ୍ଷେତ୍ର ହେଉଛି କଟକ ବାରବାଟୀ ବିଧାନସଭା…

କଟକ ବାରବାଟୀରୁ ପ୍ରାର୍ଥୀ ହେବେ ମୋକିମଙ୍କ ଝିଅ !

କଟକ ବାରବାଟୀ ଆସନରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ କଂଗ୍ରେସ ଶିବିରରେ ଚାଲିଛି ମାନସମନ୍ଥନ । ପୂର୍ବରୁ କଂଗ୍ରେସ ନେତା ତଥା ବାରବାଟୀର ପୂର୍ବତନ…

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଝଟକା । ଙଜଐଊଉ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ପାହାର । ମୋକିମଙ୍କ ଆବେଦନକୁ ଖାରଜ…

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

କଂଗ୍ରେସ ନେତା ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି । ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ…

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ

ନିର୍ବାଚନୀ ସତ୍ୟପାଠ ଅନିୟମିତତା ପ୍ରସଙ୍ଗରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ବିଧାୟକ ଭାବେ ମୋକିମଙ୍କ ନିର୍ବାଚନ ବିଜୟକୁ ଓଡିଶା ହାଇକୋର୍ଟ…

ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ଛାଟ

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିଙ୍କୁ ହାଇକୋର୍ଟର ଛାଟ । ମହମ୍ମଦ ମୋକିମଙ୍କ ନିବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଇଥିବା…