#nandhighosa

ଆଜି ହେଉଛି ପବିତ୍ର ହେରାପଞ୍ଚମୀ

ପବିତ୍ର ଗୁଣ୍ଡିଚା ଯାତ୍ରା ଆବସରରେ ଭାଇ ଭଉଣୀଙ୍କୁ ରଥରେ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଆସିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । କିନ୍ତୁ ସାଙ୍ଗରେ ପତ୍ନୀ ମହାଲକ୍ଷ୍ମୀଙ୍କୁ ଆଣିନାହାନ୍ତି…