#natonalpolitics

ଆଜି କେଜ୍ରିୱାଲଙ୍କୁ ମିଳିପାରେ ଜାମିନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ନେଇ ରାୟ ଦେଇପାରନ୍ତି । କେଜ୍ରିୱାଲଙ୍କୁ ମିଳିପାରେ ଅନ୍ତରୀଣ ଜାମିନ ।…