#naturaldisaster

ସିକ୍କିମ ଦେଉଛି ଦୁଃଖ ୨୭ ମୃତ୍ୟୁ, ୧୪୦ ନିଖୋଜ

ଗତ କିଛି ଦିନ ତଳେ ସିକ୍କିମରେ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲେ ଅନେକ ବ୍ୟକ୍ତି । ଦେଶବାସୀଙ୍କୁ ଅସ୍ତର କରୁଛି ସିକ୍କିମ ବନ୍ୟା । ତେବେ ଉତ୍ତର ସିକ୍କିମରେ…