#Newfilm

ବଡ ପରଦାରେ ପୁଣି ଜଲୱା ଦେଖାଇଲେ ଜାହ୍ନବୀ

ଶୁକ୍ରବାର ରିଲିଜ୍ ହୋଇଛି ଦୁଇ ଦୁଇଟି ହିନ୍ଦୀ ଫିଲ୍ମ । ଗୋଟିଏ ପଟେ ଆକ୍ସନ ଷ୍ଟାର ଅଜୟ ଦେବଗନ ଏବଂ ଅଭିନେତ୍ରୀ ତବୁଙ୍କ ଅଭିନୀତ ‘ଅରୋଁ ମେଁ…

ନିଜ ଜନ୍ମଦିନରେ ଫ୍ୟାନ୍ସଙ୍କୁ ସପ୍ରାଇଜ ଦେଲେ ବାବୁସାନ୍

ନିଜ ଜନ୍ମଦିନରେ ଫ୍ୟାନ୍ସମାନଙ୍କୁ ସପ୍ରାଇଜ ଦେଲେ ଚକଲେଟ୍ ହିରୋ ବାବୁ ସାନ୍ । ହଁ ଆଜ୍ଞା, ଜୁଲାଇ ୩୦ ତାରିଖରେ ଥିଲା ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ…

ବକ୍ସ ଅଫିସରେ ଧୂମ ମଚାଉଛି ‘କଳକୀ ୨୮୯୮ ଏଡି’

ଥିଏଟରରେ ରେକର୍ଡ କରୁଛି ବିଶ୍ୱସ୍ତରରେ ରିଲିଜ ହୋଇଥିବା କଳକି ୨୮୯୮ ଏଡି ଫିଲ୍ମ । ମାତ୍ର ଦୁଇ ଦିନରେ ଫିଲ୍ମଟି ୨୯୮ କୋଟି ଟଙ୍କା ଆୟ କରିଥିବା…

ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ର ଟିଜର

ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ର ଟିଜର । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ତାଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ ର ଟିଜର ରିଲିଜ…

ଦେଶର ୧୫୦୦ ସିନେମା ହଲରେ ରିଲିଜ ହୋଇଛି ‘ଆର୍ଟିକିଲ ୩୭୦’

ଦେଶର ୧୫୦୦ ସିନେମା ହଲ ଏବଂ ୨୨୦୦ ସ୍କ୍ରିନରେ ମୁକ୍ତିଲାଭ କରିଛି ଏକ ପଲିଟିକାଲ ଡ୍ରାମା ଷ୍ଟୋରୀ ଆର୍ଟିକିଲ ୩୭୦ । ଏହି ଫିଲ୍ମଟି ଜମ୍ମୁ କାଶ୍ମୀରରୁ…

ହିନ୍ଦୀ ଫିଲ୍ମ ‘ ଟ୍ୟୁଏଲଥ ଫେଲ’ କୁ ଜିଏସଟି ମୁକ୍ତ କଲେ ରାଜ୍ୟ ସରକାର

ସତ୍ୟ ଘଟଣା ଉପରେ ଆଧାରିତ ହିନ୍ଦୀ ଫିଲ୍ମ ‘ ଟ୍ୟୁଏଲଥ ଫେଲ’ (୧୨ଞଐ ୠଇଓଖ ) କୁ ଜିଏସଟି ମୁକ୍ତ କରିଛନ୍ତି ଓଡିଶା ସରକାର । ରାଜ୍ୟରେ…

ରିଲିଜ ହେଲା ଶାହରୁଖଙ୍କ ଚଳିତବର୍ଷର ଶେଷ ଫିଲ୍ମ

ରିଲିଜ ହେଲା ବଲିଉଡ କିଙ୍ଗଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡଙ୍କି’ । ଫିଲ୍ମଟି ରିିଲିଜ ହେଉ ହେଉ ଦର୍ଶକଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି । ଶାହରୁଖଙ୍କ…