#newyojna

ଛାତ୍ରଛାତ୍ରୀଙ୍କ ପାଇଁ ମୋହନଙ୍କ ନୂଆ ଯୋଜନା

ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ହେବ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ । ଅତ୍ୟାଧୁନିକ ବିଦ୍ୟାଳୟରେ ପାଠ ପଢିବେ ଛାତ୍ରଛାତ୍ରୀ । ଏଭଳି କିଛି ସୂଚନା ଦେଇଛନ୍ତି…