odisha legisletive assembly

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଉପସ୍ଥାପନ କରିବେ ପ୍ରମିଳା ମଲ୍ଲିକ

ବିଧାନସଭାରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଏହି ଅଧିବେଶନ ଅକ୍ଟୋବର ୪ତାରିଖ ଯାଏ ହେବ । ଯେଉଁଥିରେ ମୋଟ ୮ଟି କାର୍ଯ୍ୟଦିବସହେବ ବୋଲି ପ୍ଲାନିଂ କରାଯାଇଛି…