#odishaCM

ବଞ୍ଚିଗଲେ ନବୀନ, ଫସିଗଲେ ମୋହନ

ଶେଷରେ ବହୁ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିଛି । ନୂଆ ସରକାର ଶପଥ ନେବାର ଗୋଟିଏ ଦିନ ପରେ ଶ୍ରୀମନ୍ଦିର ଦ୍ୱାର…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ସଂଘର ୭ ଦଫା ଦାବି

ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦାବି ମଧ୍ୟରେ ପ୍ରମୁଖ ଗୋପବନ୍ଧୁ ବୀମା…

ସୁଭଦ୍ରା ଯୋଜନାକୁ ନେଇ ବର୍ଷିଲେ ଦୀପାଳି

ସୁଭଦ୍ରା ଯୋଜନାକୁ ନେଇ ଥମୁନି ରାଜନୀତିର ଝଡ । ଜଣଙ୍କ ପରେ ଜଣେ ବିଜେଡି ନେତା ଏହି ପ୍ରସଙ୍ଗକୁ ମୁଦ୍ଦା କରି ବିଜେପି ସରକାରଙ୍କୁ କଡା ସମାଲୋଚନା…

ଏବେ ବି ମଇଦାନରେ ବୁଲୁଛନ୍ତି ଲେଖାଶ୍ରୀ

ପୁଣି ମଇଦାନରେ ଆକ୍ଟିଭ ହେଉଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ପ୍ରେସମିଟ, ସୋସିଆଲ ମିଡିଆ ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ଲେଖାଶ୍ରୀ । ହଁ ଆଜ୍ଞା,…

କେଉଁଠୁ ଆସିଲା ଏତେ ପରିମାଣର ସୁନା ?

କେଉଁଠୁ ଆସିଲା ଏତେ ପରିମାଣର ସୁନା ? ଏୟାରପୋର୍ଟରୁ ସୁନା ଜବତ ଘଟଣାରେ କାହିଁକି ଚୁପ ରାଜ୍ୟ ସରକାର ? ଏପ୍ରସଙ୍ଗ ଏବେ ରାଜ୍ୟରେ ଚହଳ ପକାଇଛି…

କାହିଁକି ସରକାରରେ ଥାଇ ବି ଲୋକପ୍ରିୟ ହୋଇପାରୁନି ବିଜେପି ?

ଏବେ ବି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି ରାଜ୍ୟବାସୀ । ନବୀନ ଦେଉଥିବା ସୁବିଧା ସୁଯୋଗକୁ ମନେ ପକାଉଛନ୍ତି ସାଧାରଣ ଜନତା । ହଁ ଆଜ୍ଞା,…

ନବୀନଙ୍କ ଲୋକପ୍ରିୟତା ଆଗରେ ଚାଲିଲାନି ମୋହନଙ୍କ ଗୋଟି

ବିଜେପିକୁ ଚକମା ଦେଲା ବିଜେଡି । ବିନା ନିର୍ବାଚନରେ ନିର୍ବାଚନ ଜିତିଲା ବିଜୁ ଜନତା ଦଳ । ହଁ ଆଜ୍ଞା ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ଜିତିବା…

ସୋସିଆଲ ମିଡିଆରେ ମୋହନଙ୍କୁ ଆଇନା ଦେଖାଇଲେ ନବୀନ

ପୁଣି ନବୀନଙ୍କ ଟାର୍ଗେଟରେ ମୋହନ ମାଝୀ । ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସିଧା ତୀରମାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ମନ୍ତ୍ରୀଙ୍କ ବୟାନବାଜିକୁ ନେଇ ରାଜନୀତିରେ ଝଡ !

ମନ୍ତ୍ରୀଙ୍କ ବୟାନବାଜିକୁ ନେଇ ମୋହନ ସରକାରଙ୍କ ଉପରକୁ ଉଠୁଛି ପ୍ରଶ୍ନ । ସରକାରକୁ ଆସିବାର ଦୁଇ ମାସ ପରେ ବି ମନ୍ତ୍ରୀମାନେ ନିଜ କାମ କଣ ତାହା…

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମମତା ମହନ୍ତ

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତ । ଆଜି ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ…