#odisharain

ଆଉ ତିନି ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷିବ

ତୁହା କୁ ତୁହା ବର୍ଷାରେ ଭିଜୁଛି ଓଡିଶା । ସାରା ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଓ୍ବେଲମାର୍କ ଲୋପ୍ରେସର ଦୁର୍ବଳ ହେବା ଫଳରେ…