#odsha

ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ପତ୍ର ଇସ୍ତାହାରରେ ନୂଆ ଘୋଷଣା

ନିର୍ବାଚନ ପୂର୍ବରୁ ଚାଲିଛି ନେତା ମନ୍ତ୍ରୀ ମାନଙ୍କ ଭୋଟ ହାତେଇବାର ପ୍ରକ୍ରିୟା । ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ସଙ୍କଳ୍ପ ପତ୍ର ନାଁରେ ଏକ ଇସ୍ତାହାର ଘୋଷଣା କରିଛନ୍ତି…