#palmtree

ବଜ୍ରାଘାତରୁ ସୁରକ୍ଷା ଦେବ ତାଳ ଗଛ !

ବଜ୍ରଘାତରୁ ସୁରକ୍ଷା ଦେବ ତାଳଗଛ । ତାଳଗଛ କାଟିବା ପାଇଁ ଲାଗୁହେଲା କଟକଣା । ଏଣିକି ତାଳଗଛ କାଟିବାପାଇଁ ବନ୍ୟ ବିଭାଗ ର ଅନୁମତି ଆବଶ୍ୟକ। ଦିନକୁଦିନ…