#PAYMENTS

UPI Payments ରେ ଲାଗିବ ଚାର୍ଜ !

ଦିନକୁ ଦିନ ବଢିଚାଲିଛି ଡିଜିଟାଲ ପେମେଣ୍ଟର ବ୍ୟବହାର । ସିଧାସଳଖ ଟଙ୍କା ଦେଣନେଣ ନକରି ଡିଜିଟାଲ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବାକୁ ଲୋକେ ପସନ୍ଦ କରୁଛନ୍ତି ।…