#politicalstories

କଣ୍ଟାମାଳ ଯୁଗ୍ମ ଜନଶୁଣାଣୀ ଶିବିରରେ 26 ଗୋଟି ଅଭିଯୋଗରୁ 8 ଅଭିଯୋଗର ତତ୍କାଳ ସମାଧାନ ସୁଚନା

ମଙ୍ଗଳବାର ସନ୍ଧ୍ୟା 6 ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି କଣ୍ଟାମାଳ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ…

ଅଣ୍ଟାଭିଡିଲେ ସମୀର ଭାଙ୍ଗିବ ପ୍ରଭାତିଙ୍କ ଗଡ !

ହଁ ଦର୍ଶକବନ୍ଧୁ ଦାଣ୍ଡରେ ପଡି ହାଟରେ ଗଡିଲାଣି ବିଜେପି ନେତା ସମୀର ଦାସ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ କଳି । ନିମାପଡାରେ ପ୍ରଭାତୀ ପରିଡାଙ୍କୁ ଜିତାଇବାରେ…

ମହିଳାଙ୍କୁ ସମ୍ମାନ ଦେବାରେ ଅବହେଳା କରୁଛନ୍ତି ମୋହନ ସରକାର

ଓଡିଶାରେ ନୂଆ ସରକାର ଆସିବା ପରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା ପରିସ୍ଥିତି । ହଁ ଆଜ୍ଞା ଏ କଥା ଆମେ କହୁନୁ ବିଜେପି ସରକାରକୁ ଟାର୍ଗେଟ…

ମୋହନଙ୍କୁ ଘେରିବାରେ ଫେଲ ମାରିଲେ ନବୀନ !

ବିଧାନସଭାକୁ କାହିଁକି ଆସୁନାହାନ୍ତି ବିରୋଧି ଦଳ ନେତା ? ଶାସକ ଦଳକୁ ଘେରିବାରେ କାହିଁକି ପଛରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ବିଧାନସଭା ଅଧିବେଶନ ଆରମ୍ଭ…

ବିଜେଡିର ଦାଗୀ ନେତାଙ୍କ ଫାଇଲ ଖୋଲିବେ ମୋହନ ସରକାର

ହଜିଲାଣି ବିଜେଡି ନେତାଙ୍କ ନିଦ । ଆଇନ ମନ୍ତ୍ରୀଙ୍କ ବୟାନ ପରେ ଥରହର ବିଜେଡିର ଦୁର୍ନିତୀଗସ୍ତ ନେତା । କଳାକାର୍ନାମାର ପେଡି ଖୋଲିବା ଭୟ ଏବେ ବିଜେଡି…

ବିପଦରେ ଧର୍ମେନ୍ଦ୍ରଙ୍କ ମନ୍ତ୍ରୀ ପଦବୀ !

କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ? କାହା ମୁଣ୍ଡରେ ସୁନାକଳସ ଢାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ଦିନ ଗଡିବା ସହିତ ଜାତୀୟ ରାଜ୍ୟ ରାଜନୀତିରେ…

ଓଡିଶା ବୁଲିବେ ନବୀନ ଅନାଇଥିବେ ମୋହନ !

ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟକୁ ଦୁଇମାସ ବିତିଯାଇଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ବିଜେଡିରେ ହୋଇଛି ବଡ ଧରଣର ପରିବର୍ତ୍ତନ । ବିରୋଧି ଦଳ ନେତା…

ମୋହନଙ୍କ ବଡ ନିଷ୍ପତ୍ତି…30ଟଙ୍କାରେ ମିଳିବ ଆଳୁ

ରାଜ୍ୟରେ ପୁଣି ମୁଣ୍ଡ ଟେକିଛି ଆଳୁ ସଙ୍କଟ । ଧନୀ ଓ ଗରିବ ସମସ୍ତଙ୍କର ଏବେ ଗୋଟିଏ ଚିନ୍ତା ସେ ହେଉଛି ଆଳୁର ଦରବୃଦ୍ଧି । ରାଜ୍ୟରେ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର , ପରିବାରଙ୍କୁ ଭେଟିଲେ ବିଧାୟକ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ରାସ୍ତାଘାଟ ଘରଦ୍ବାର ଧଇହଇ ଯାଇଥିବା ବେଳେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡା ଗ୍ରାମ ପଞ୍ଚାୟତର ଅଜିଙ୍ଗ…

10ରୁ ବନ୍ଦ ହେବ bsky କାର୍ଡ !

ବଦଳିଯିବ ବିଏସକେୱାଇ କାର୍ଡର ରୂପରେଖ । ରାଜ୍ୟରେ ଏବେ ପର୍ଯ୍ୟନ୍ତ ଚାଲୁ ରହିଛି ବିଏସକେୱାଇ କାର୍ଡ । ସେପ୍ଟେମ୍ବର ୧୦ ତାରିଖ ପରେ ଲାଗୁହେଵ ଗୋପବନ୍ଧୁ ଜନ…