#prasanapatasani

ଚିଲିକାରୁ ଲିଭିଗଲା ପ୍ରସନ୍ନଙ୍କ ନାଁ

ପୁଣି ମଉଳିଲା ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଆଶା । ପ୍ରଥମେ ରାଜ୍ୟସଭା, ପରେ ଲୋକସଭା ଆଉ ଏବେ ବିଧାନସଭା ଟିକେଟରୁ ବି…