#presidentvisitodisha

ଦୁଇ ଦିନଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଓଡିଶା ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଓଡିଶା ଆସି ଜନ୍ମମାଟି ମୟୂରଭଞ୍ଜ ଗସ୍ତ କରିବେ । ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଆସିବାର ସୂଚନା ଦେଇଛନ୍ତି…