#rachanabanerjee

ରାଜନୀତି କରିବେ ଅଭିନେତ୍ରୀ ରଚନା ବାନାର୍ଜୀ

୨୦୨୪ ଲୋକସଭା ନିର୍ବାଚନ ଲଢିବେ ଅଭିନେତ୍ରୀ ରଚନା ବାନାର୍ଜୀ । ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ ଟିଏମସି ଟିକେଟରୁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି…