#rahulgndhi

ଓଡିଶାରେ ରାହୁଲ ଗାନ୍ଧୀ…

ନିର୍ବାଚନ ପାଇଁ ଜୋର ଜମୁଛି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାର । ଓଡିଶାରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ରାହୁଲ ଗାନ୍ଧୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ…