#ramachandrapanda

ବିଜେଡି ଛାଡ଼ିଲେ ପୂର୍ବତନ ଉପବାଚସ୍ପତି, ପୂର୍ବତନ ରାଜ୍ୟ ସଂପାଦକ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଓ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ଚୟନକୁ ବିରୋଧ ବିରୋଧ କରାଯାଉଛି । ଉଭୟ ଆସନରେ ଟିକେଟ ଆଶାୟୀ ଥିବା ନେତା ଏନେଇ…