#russgoverment

ପୁଣିଥରେ ସରକାର ଗଢିଲେ ପୁଟିନ

ଗତ ଦୁଇଦିନ ଧରି ଋଷରେ ଚାଲିଥିଲା ରାଷ୍ଟ୍ରପତି ନିର୍ବାଚନ । ପୁଣିଥରେ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭ୍ଲାଦମିର ପୁଟିନ । ୮୮ ପ୍ରତିଶତ ଭୋଟ…