#sakhigopal

ଆସନ୍ତା କାଲି ଅଁଳା ନବମୀ ଚଳଚଂଚଳ ସାକ୍ଷୀଗୋପାଳ ମନ୍ଦିର

ଆସନ୍ତା କାଲି ଅଁଳା ନବମୀ ପଡୁଥିବାରୁ ସାକ୍ଷୀଗୋପାଳ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପଯ୍ୟାୟରେ | ଏଥିଲାଗି ପ୍ରଶାସନ ପାଖରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି |…