#saveanimal

ଗୃହପାଳିତ ପଶୁଙ୍କ ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ୱର୍- ୧୯୬୨

ଏଣିକି ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ । ଏଯାବତ୍ ରାଜ୍ୟରେ ୧୮୧ ଟି ପ୍ରାଣୀ ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା…