#seniorleader

ଗେରୁଆ ରଙ୍ଗରେ ରଙ୍ଗେଇ ହେବେ କି ଅମର ଶତପଥୀ !

ମୁହଁ ଖୋଲିଲେ ନିଜର ବିଷ ଓଗାଳିଲେ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ । ପରାଜୟ ପରେ ବେଶ ସକ୍ରିୟ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…