#sesanag

କିଏ ଅଟନ୍ତି ଶେଷନାଗ ?

ବେଦ ଓ ମହାଭାରତ ପଢିଲେ ଜଣାଯାଏ ଯେ ବିଭିନ୍ନ ପ୍ରକାର ଜାତି ରହିଛି । ଯଥା ଦେବତା ,ଦାନବ,ରାକ୍ଷସ,ଗର୍ନ୍ଧବ,ବସୁ,ଅପସରା,ପିଶାଚ,କିନ୍ନର,ଚାରଣ,ଭଟ୍ଟ,କିରାତ,ମାନବ,ବାନର ଏବଂ ନାଗ ପରି ଅଲୌକିକ ଜାତି ରହିଛି…