#shop

ଲୁଟେରା ଲୁଟିନେଲେ କୋଟିଏ ଟଙ୍କାର ଗହଣା ବ୍ୟାଗ୍

ଗଜପତି ଜିଲ୍ଲା ମୋହନା ବଜାରରେ ରହିଥିବା ‘ଶ୍ରୀ ହରି ଜୁଏଲର୍ସ’ ଦୋକାନ ସମ୍ମୁଖରୁ ଦୁର୍ବୃତ୍ତ ବାଇକରେ ଆସି ଲୁଟି ନେଲେ କୋଟିଏ ଟଙ୍କାର ସୁନା, ରୂପା ଭର୍ତ୍ତି…