soumyapatnaik

ବହିଷ୍କାର ହେଲେ ସୌମ୍ୟବାବୁ, ପଦରୁ ବିଦା ହୋଇଥିଲେ ଏବେ ଦଳରୁ ବିଦା ହେଲେ

ବିଜେଡିରୁ ବହିଷ୍କାର ହେଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ନିଜ ଖବରକାଗଜରେ ସଚିବଙ୍କ ବିରୋଧରେ ଦେଇଥିବା ବୟାନବାଜି ଏବେ ସୌମ୍ୟଙ୍କ ଉପରେ ଭାରିପଡିଲା । ବିଜେଡି…