#specialtrain

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୧୫ଟି ସ୍ୱତନ୍ତ୍ର ଟ୍ରେନ

ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛିା ଆଉ ଏହି ସମୟରେ ପୁରୀକୁ ମହାପ୍ରଭୁଙ୍କ ରଥ ଯାତ୍ରା ଦେଖିବା ପାଇଁ ଲକ୍ଷ…