#SportsMinistry

ନିଲମ୍ବନ ହେଲା ଭାରତୀୟ କୁସ୍ତି ମହାସଂଘ

ନିଲମ୍ବନ ହେଲା ଭାରତୀୟ କୁସ୍ତି ମହାସଂଘ । କୁସ୍ତି ମହାସଂଘର ନବ ନିର୍ବାଚିତ କାର୍ଯ୍ୟକାରିଣୀଙ୍କୁ ନିଲମ୍ବିତ କଲା କ୍ରୀଡା ମନ୍ତ୍ରଣାଳୟ। ନୂଆ କୁସ୍ତିଯୋଦ୍ଧା ତଥା ବ୍ରିଜ ଭୂଷଣ…