#sportsupdate

ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିବେନି ବିରାଟ କୋହଲି

ଇଂଲଣ୍ଡ ବିପକ୍ଷ ଶେଷ ୩ ଟି ଟେଷ୍ଟ ମ୍ୟାଚ ପାଇଁ ଆଜି ଭାରତୀୟ ଟିମ୍ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ ଏହି ଟିମ୍ ଘୋଷଣା କରାଯାଇଛି…