#srimandira

ସିଂହଦ୍ୱାରରେ ସ୍ଥାନିତ ପତିତପାବନଙ୍କ ମୂର୍ତ୍ତିରୁ ଦଶାବତାର ମୂର୍ତ୍ତି ଗାଏବ

ଶ୍ରୀମନ୍ଦିରରେ ଅଘଟଣ । ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି କୁଆଡେ ଗାଏବ ହୋଇଯିବା ପରେ ଏଭଳି ଦୃଶ୍ୟ ଭକ୍ତ ମାନଙ୍କ ପାଇଁ ଆଲୋଡନ ସୃଷ୍ଟି କରିଛି ।…

ଆଜି ସକାଳୁ ଶ୍ରୀମନ୍ଦିର ପ୍ରକଳ୍ପ ପରିଦର୍ଶନରେ ବାହାରିଛନ୍ତି ଭିକେ ପାଣ୍ଡିଆନ

ପୁରୀ ଶ୍ରୀମନ୍ଦିରରେ ପରିଦର୍ଶନରେ ବାହାରିଛନ୍ତି ଭିକେ ପାଣ୍ଡିଆନ । ଡିସେମ୍ୱର ସୁଦ୍ଧା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ ବୋଲି ସେ କହିଛନ୍ତି । ହାତରେ…

ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ,ପହିଲି ଭୋଗରେ 32ପ୍ରକାର ପିଠା ଖାଇଲେ ମହାପ୍ରଭୁ

ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ସକାଳୁ ସକାଳୁ ମାଆ ଯଶୋଦାଙ୍କ ହାତରୁ ଖାଇଛନ୍ତି ମହାପ୍ରଭୁ । ଏଥିପାଇଁ…

ଶ୍ରୀମନ୍ଦିରରେ ଦେବ ଦୀପାବଳୀର ଶେଷ ଦିନ

ଶ୍ରୀମନ୍ଦିରରେ ପାଳିତ ହୋଉଛି ଦେବ ଦୀପାବଳୀ । ଆଜି ଦେବଦୀପାବଳୀର ଶେଷ ଦିନ । ଶ୍ରୀମନ୍ଦିରରେ ତିନି ଦିନ ଧରି ଚାଲିଛି ଦେବ ଦୀପାବଳୀ । ଏହି…

ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀରେ ଦୀପାବଳି

ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ହେବ ସମୂହ ଦୀପଦାନ । ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଘରେ ଘରେ ପାଳନ ହେବ ଦୀପାବଳି ।…

ତୃତୀୟ ଦିନରେ ଆଜି ବି ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ

ଶ୍ରୀମନ୍ଦିରରେ ତିନି ଦିନ ହେଲାଣି ଚାଲିଛି ରତ୍ନଭଣ୍ଡାରର ଲେଜର ସ୍କାନିଂ । ରତ୍ନଭଣ୍ଡାରର ବାହାର ପାଶ୍ୱର୍ କାନ୍ଥର ଲେଜର ସ୍କାନିଂ ଶେଷ ହୋଇଯାଇଥିବା ବେଳେ ଡକୁମେଣ୍ଟେସନ ମଧ୍ୟ…

ଆଜି ଶ୍ରୀମନ୍ଦିରରେ ହେବନି ଶ୍ରୀଜିଉଙ୍କ ରାତ୍ରପହୁଡ

ଆସନ୍ତାକାଲି କାର୍ତ୍ତିକ ମାସ ପୂର୍ଣ୍ଣିମା ଥିବା ହେତୁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛିି । ଏହି ଭିଡକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ମହାପ୍ରଭୁଙ୍କ…

ଆସନ୍ତା ୨୮ରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

ଆସନ୍ତା ୨୮ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନଠାରୁ ବାହାର ରତ୍ନଭଣ୍ଡାରର ଲେଜର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ଲକ୍ଷ୍ମୀନୃସିଂହ ବେଶ

ଆଜି କାର୍ତ୍ତିକ ମାସ ମହାପଞ୍ଚୁକର ଚତୁର୍ଥ ଦିନ । ଏହା ସହ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଆଜି ବିଗ୍ରହମାନଙ୍କୁ ଡାଳିକିଆ ବା…

ଆଜି ପଞ୍ଚୁକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ

ଆଜିଠାରୁ ଆରମ୍ଭ ହେଲା ପବିତ୍ର ପଞ୍ଚୁକର ମହାବତ୍ର । କାର୍ତ୍ତିକ ମଙ୍କସର ଏହି ୫ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହିି ୫ଦିନ ଶ୍ରୀମନ୍ଦିରରେ ବିଭିନ୍ନ ୫…