#srinara

ଶ୍ରୀନଅରରେ ପାଳିତ ହେଲା ସୁନିଆ ଉତ୍ସବ

ମଙ୍ଗଳବାର ସଂଧ୍ୟାରେ ପୁରୀରେ ଗଜପତିଙ୍କ ଶ୍ରୀନଅରରେ ସୁନିଆ ଉତ୍ସବ ପାଳନ କରାଯାଇଅଛି । ଏହା ଶ୍ରୀନଅରର କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି । ସୁନିଆରେ ଜାତକ…