#sun #aditya l1

ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର ପଠାଇଲା ଆଦିତ୍ୟ ଏଲ୍-ୱାନ

ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର କଏଦ କରିଛି ଆଦିତ୍ୟ ଏଲ୍-ୱାନ । ସୂର୍ଯ୍ୟର ଏହି ଚିତ୍ର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ଏପରି ଚିତ୍ର…