#surveyreport

ବଦଳିଲା ସର୍ଭେ ରିପୋର୍ଟ…ପୁଣି ଶତକ ମାରିବ ବିଜେଡି !

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଶେଷ ହେବ ୫ ବର୍ଷର ଅପେକ୍ଷା । କାହା ହାତକୁ ଯିବ ଓଡିଶାର ଚାବିକାଠି ତାହା ସ୍ପଷ୍ଟ ହୋଇଯିବ…