UPSC Result

ପ୍ରକାଶ ପାଇଲା UPSC-୨୦୨୨ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍-୨୦୨୨ ରେଜଲ୍ଟ । ମୋଟ୍ ୧୦୨୨ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ସାଧାରଣ ବର୍ଗରେ ୩୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି…