#viralteacher

ଗୀତ ଗାଇ ପାଠ ପଢାନ୍ତି ଦ୍ୱୀପକ ସାର୍

ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ଭିନ୍ନ ଭିନ୍ନ କୌଶଳ ଆପଣାଉଥିବାର ଅନେକ ସମୟରେ ଦେଖିବାକୁ ମିଳିଛି । ପିଲାଙ୍କୁ ମଜା କଥା କହି, ଚିତ୍ର ଦେଖାଇ…