ଜନ୍ତୁ ଶିକାରୀଙ୍କୁ ଜଙ୍ଗଲରୁ ଗିରଫ କଲା ବନ ବିଭାଗ

ଜନ୍ତୁ ଶିକାରୀଙ୍କୁ ଜଙ୍ଗଲରୁ ଗିରଫ କଲା ବନ ବିଭାଗ

ଢେଙ୍କାନାଳ :  ଜଙ୍ଗଲକୁ ଶିକାର କରିବାକୁ ଯିବା ପଡ଼ିଲା ମହଙ୍ଗା ।  ଜନ୍ତୁ ଶିକାର ସମୟରେ ତିନିଜଣ ଜନ୍ତୁ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ୍ ପଡ଼ା ଗାଁରେ । ସେହି ଗାଁର ଲିଙ୍କନ ସେଠି, ଦୁଷ୍ମନ୍ତ ସାହୁ, ଗୁମାନି ସେଠି ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ସମୟରେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଲୋହିତ କୁମାର ରଥ ଚଢାଉ କରିଥିଲେ ଓ ସେହିଠାରେ ବନବିଭାଗ ଅତର୍କିତ ଭାବେ ଚଢ଼ାଉ କରିବା ସହ ତିନିଜଣ ଆସାମୀ ସହିତ ବନ୍ଧୁକ ଓ କିଛି ସାମଗ୍ରୀ ଜବତ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *