ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଆସିକା : ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ପୂର୍ତ୍ତ ବିଭାଗ  ଅଧୀନରେ କାମ ହେଉଥିବା ଆସିକା ମୁଖ୍ୟ ରାସ୍ତା ଗୋଲାମୁଣ୍ଡୁଳା ଗାଁ ନିକଟରେ । ଏ ହେଉଛି ଗତ କିଛି ଦିନ ପୂର୍ବେ ସିମେଣ୍ଟ କଂକ୍ରିଟରେ ମରାମତି ହୋଇଥିବା ରାସ୍ତା ।

ମରାମତି ହୋବର ୧୦ ଦିନ ନପୁରୁଣୁରୁ ଗୁଡ଼ି ଉଠିଗଲାଣି । ଏହି ରାସ୍ତାଟି କେତେ ନିମ୍ନ ମାନର କାମ ହୋଇଛି ଜଣେ ସାଧାରଣ ଲୋକ ଦେଖିଲେ ବି ଜାଣିପାରିବ ।  କେବଳ ଏତିକି ନୁହେଁ ଠିକାଦାରଙ୍କ ପ୍ରତି ଅନୁକମ୍ପା ଦେଖାଇ କବି ସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ଯନ୍ତ୍ରୀ କାମ ପାଖକୁ ନଯାଇ ବି ଟଙ୍କ ଖାଇଗଲେ ବୋଲି ଅଭିଯୋଗ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *