ଭୂକମ୍ପରେ ଥରିଲା ତୁର୍କୀ

ଭୂକମ୍ପରେ ଥରିଲା ତୁର୍କୀ

ନୂଆଦିଲ୍ଲୀ : ତୁର୍କୀ, ସିରିଆରେ ଭୂକମ୍ପ ଝଟକା ।ଶକ୍ତିଶାଳୀ ଭୂକମ୍ପରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ୭.୮ ତୀବ୍ରତାରେ ଥରିଲା ଦୁଇ ପଡ଼ୋଶୀ ରାଷ୍ଟ୍ର । ଭୂମିକମ୍ପ ଝଟକା ଯୋଗୁ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି ।

ଭୋର ପ୍ରାୟ ସାଢ଼େ ୪ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁ ୧୬ଟି ବହୁତଳ ଆପାର୍ଟମେଣ୍ଟ ଭୁଶୁଡି ପଡ଼ିଥିବା ମଦ୍ଧ ଜଣାପଡ଼ଛି । ପ୍ରଭାବିତ ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ତୁର୍କୀର ବିଭିନ୍ନ ସହରରେ ପ୍ରାୟ ୬ଥର ଝଟକା ଅନୁଭୂତ ହୋଇଛି । ତୁର୍କୀରେ ଭୂକମ୍ପ ଯୋଗୁ ୧୯୯୯ରୁ ଏପର‌୍ୟ୍ୟନ୍ତ ପ୍ରାୟ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *